Jump to content

ପ୍ରଜାପାଳନ

ଉଇକିଅଭିଧାନ‌ରୁ

ପ୍ରଜାପାଳନ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍;ପ୍ରଜା+ପାଳନ)

୧. ସନ୍ତାନପାଳନ; ଶିଶୁଙ୍କୁ ଯତ୍ନପୂର୍ବକ ବଢ଼ାଇବା —୧. The bringing up of the children
୨. ରାଜ୍ୟର ପ୍ରଜାମାନଙ୍କୁ ରକ୍ଷା କରିବା — ୨. Protecting one's subjects.



  • (file)