ପ୍ରଜାପୀଡ଼କ
ଅତ୍ୟାଚାରୀ ରାଜା — A tyrant; an oppressive king.
ଅତ୍ୟାଚାରୀ (ରାଜା); ଯେ ପ୍ରଜାମାନଙ୍କ ଉପରେ ନାନାପ୍ରକାର ଜୁଲମ କରେ — Oppressive; tyranical.