Jump to content

ପ୍ରଜାପୀଡ଼ା

ଉଇକିଅଭିଧାନ‌ରୁ

ପ୍ରଜାପୀଡ଼ା

ଉଚ୍ଚାରଣ

[ସମ୍ପାଦନା]

(ପ୍ରଜାପୀଡ଼ନ—ଅନ୍ୟରୁପ)

ସଂସ୍କୃତ - ବିଶେଷ୍ୟ - (୬ ଷ୍ଠୀ ତତ୍; ପ୍ରଜା+ପୀଡ଼ା)

[ସମ୍ପାଦନା]

ପ୍ରଜାଙ୍କ ଉପରେ ରାଜାଙ୍କ ଅତ୍ୟାଚାର — Oppression of the subjects by a king or ruler.