Jump to content

ପ୍ରଜାବତୀ

ଉଇକିଅଭିଧାନ‌ରୁ

ପ୍ରଜାବତୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ— (ପ୍ରଜା+ଅଛି ଅର୍ଥରେ ବତ୍+ସ୍ତ୍ରୀ. ଇ)

[ସମ୍ପାଦନା]
୧. ଭ୍ରତୃଜାୟା —୧. Brother's wife.
୨. ଜ୍ୟେଷ୍ଠଭ୍ରାତୃଜାୟା; ଭାଉଜ — ୨. An elder brother's wife.
୩. ସନ୍ତାନବତୀ; ପୁଅ ଝିଅ ଥିବା ମାଆ —୩. A mother of children; a woman blessed with children.
୪. ଗର୍ଭବତୀ ସ୍ତ୍ରୀ — ୪. A pregnant woman.
୫. (ନାମ) ପ୍ରିୟବ୍ରତ ରାଜାଙ୍କ ସ୍ତ୍ରୀ (ହିନ୍ଦୀ - ଶ) — ୪. Name of the wife of king Priyabrata.

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]
୧. ଗର୍ଭବତୀ — ୧. Pregnant (Howells).
୨. ସନ୍ତାନସନ୍ତତିସମ୍ପନ୍ନା (ମାତା) — ୨. (a woman) Blessde with children.