Jump to content

ପ୍ରଜାରଞ୍ଜକ

ଉଇକିଅଭିଧାନ‌ରୁ

ପ୍ରଜାରଞ୍ଜକ

ଉଚ୍ଚାରଣ

[ସମ୍ପାଦନା]
(ପ୍ରଜାରଞ୍ଜିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ଉପପଦ ତତ୍ ପୁରୁଷ; ପ୍ରଜା+ରଞ୍ଜକ)

[ସମ୍ପାଦନା]

ରାଜ୍ୟର ପ୍ରଜାଙ୍କ ମନୋରଞ୍ଜନ କାରୀ; ପ୍ରଜାଙ୍କର ସୁଖ, ଶାନ୍ତି ଆନନ୍ଦବିଧାୟକ — Keeping the subjects contented.