Jump to content

ପ୍ରଜାସୃକ୍

ଉଇକିଅଭିଧାନ‌ରୁ

ପ୍ରଜାସୃକ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ—(ପ୍ରଜା+ସୃଜ୍ ଧାତୁ=ସୃଷ୍ଟି କରିବା+କର୍ତ୍ତୃ. କ୍ୱିପ୍; ପ୍ରଜାଶୃଜ୍; ୧ମା ୧ବ)

[ସମ୍ପାଦନା]
୧. ବ୍ରହ୍ମା — ୧. Brahmā
୨. ଜନକ; ପିତା —୨. Father.