ପ୍ରଜାସ୍ୱତ୍ୱ
ଦେଖଣା
ପ୍ରଜାସ୍ୱତ୍ୱ
ଉଚ୍ଚାରଣ
[ସମ୍ପାଦନା](ପ୍ରଜାସ୍ୱ—ଅନ୍ୟରୁପ)
ଅନୁବାଦ
[ସମ୍ପାଦନା]ପ୍ରଜାସ୍ୱତ୍ୱ
|
ଦେଶଜ - ବି—(ସଂସ୍କୃତ - ପ୍ରଜା+ସ୍ୱତ୍ୱ)
[ସମ୍ପାଦନା]ରଇତି ଜମିକୁ ବାର ବର୍ଷରୁ ଊର୍ଦ୍ଧ୍ୱ ଚାଷ କରିବା ପ୍ରଜାର ଉକ୍ତ ବୃତ୍ତି ଉପରେ ଆଇନ ଅନୁସାରେ ପ୍ରବର୍ତ୍ତିବା ସ୍ୱତ୍ୱ— ବା ଅଧିକାର; ସ୍ଥିତିବାନ ସ୍ୱତ୍ୱ — Tenancy right; occupancy right.
[ ଦ୍ର—ଜମିର ପ୍ରାକର ବ୍ୟବହାର ଓ ଜମି ଦଖଲ କରିବାର ସମୟ ଅନୁସାରେ ପ୍ରାଜର ଜମୀରେ ଆଇନ ଅନୁଯାଇ ଭିନ୍ନ୍ ଭିନ୍ନ ସ୍ୱତ୍ୱ ପ୍ରବର୍ତ୍ତେ ]