ପ୍ରଜାହିତ
ଦେଖଣା
ପ୍ରଜାହିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ରାଜ+ହିତ)
[ସମ୍ପାଦନା]- ୧. ପ୍ରଜାମାନଙ୍କର କଲ୍ୟାଣ ବା ମଙ୍ଗଳ —୧. Benhefit of the subjects.
- ୨. ସନ୍ତାନ ମାନଙ୍କର ମଙ୍ଗଳ — ୨. Benefit of the children.
- ୩. (ବହୁବ୍ରୀହି)—ଜଳ —୩. Water.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ପ୍ରଜାଙ୍କ ପକ୍ଷେ କଲ୍ୟାଣଦାୟକ; ପ୍ରଜାମାନଙ୍କର ହିତକାର —୧. Beneficial ot the subjects.
- ୨. ପ୍ରଜାମାନଙ୍କର ମଙ୍ଗଳ କାମୀ — ୨. Wishing good of the subjects or tenants.