ପ୍ରଜା ବସେଇବା
ଦେଖଣା
ପ୍ରଜା ବସେଇବା
ଉଚ୍ଚାରଣ
[ସମ୍ପାଦନା](ପ୍ରଜାବିଲି କରିବା—ଅନ୍ୟରୁପ)
ଅନୁବାଦ
[ସମ୍ପାଦନା]ପ୍ରଜା ବସେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଖଜଣା ନେଇ କୌଣସି ଜମିକୁ ପ୍ରଜା ଚାଷ କରିବା ସକାଶେ ପ୍ରଜା ସଙ୍ଗେ ବନ୍ଦେବସ୍ତ କରିବା — ୧. To settle lands with tenants; to out lands to rayats.
- ୨. ପତିତ ଜମିକୁ ଆବାଦ କରିବା ପାଇଁ ଓ ତହିଁରେ ଘରଦ୍ୱାରା କରି ରହିବା ପାଇଁ ଅନ୍ୟ ଅଞ୍ଚଳରୁ ପ୍ରଜାଙ୍କୁ ଅଣାଇ କୌଣସି ଜମିରେ ରଖାଇବା —୨. To settle tenants on waste lands.