ପ୍ରଜ୍ଞ
ଦେଖଣା
ପ୍ରଜ୍ଞ
ଉଚ୍ଚାରଣ
[ସମ୍ପାଦନା](ପ୍ରଜ୍ଞା—ସ୍ତ୍ରୀ)
[ ପ୍ରଜ୍ଞତା(ତ୍ୱ)—ବି]
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଂ(ପ୍ର+ଜ୍ଞା ଧାତୁ=ଜାଣିବା=କର୍ତ୍ତୃ. ଅ)
[ସମ୍ପାଦନା]- ୧. ଜ୍ଞାନୀ —୧. Wise.
- ୨. ବିଚକ୍ଷଣ —୨. Sharp; clever.
- ୩. ପଣ୍ଡିତ; ବିଦ୍ୱାନ୍ —୩. Learned.
- ୪. (ପ୍ର+ଜାନୁ+କ; ନିପାତନ)—ପ୍ରଣତ ଜାନୁକ — ୪. Having bent knees; bandy-legged.
- ୫. (ଅନ୍ୟ ସଙ୍ଗେ)—ପରିଚିତ — ୫. Acquinted with (another)