ପ୍ରଜ୍ଞା
ଦେଖଣା
ପ୍ରଜ୍ଞା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପ୍ର+ଜ୍ଞା ଧାତୁ+ଭାବ. ଅ+ସ୍ତ୍ରୀ. ଅ)
[ସମ୍ପାଦନା]- ୧. ବୁଦ୍ଧି — ୧. Understanding; intellect.
- ୨. ଜ୍ଞାନ —୨. Wisdom; knowledge.
- ୩. ଭଲମନ୍ଦ ବିଚାର; ବିବେଚନା — ୩. Judgement; discrimination.
- ୪. ମନ୍ତ୍ରଣା —୪. Advice; counsel; consultation.
- ୫. ଚତୁରତା —୫. Cleverness; sarewdness.
- ୬. ପ୍ରାଜ୍ଞୀ ସ୍ତ୍ରୀ— ବୁଦ୍ଧିମତୀ ସ୍ତ୍ରୀ — ୬. A learned or wise lady.
- ୭. ସରସ୍ୱତୀ —୭. The Hindu goddes of learning.
- ୮. ମନର ଏକାଗ୍ରତା (ହିନ୍ଦୀ - ଶ) — ୮. Intentness; close attension.
- ୯. ସଙ୍କେତ (ଜ୍ଞାନେନ୍ଦ୍ର) —୯. Hint; indication.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ପ୍ରଜ୍ଞର ସ୍ତ୍ରୀ ଲିଙ୍ଗ — Feminine of Prajn̄a