ପ୍ରଜ୍ଞାଚକ୍ଷୁଃ
ଦେଖଣା
ପ୍ରଜ୍ଞାଚକ୍ଷୁଃ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (ରୂପକ; ପ୍ରଜ୍ଞା+ଚକ୍ଷୁଃ) — ୧. Intellegence compared to the eye; the eye of understanding.
- ୨. (ବହୁବ୍ରୀହି)—ଧୃତରାଷ୍ଟ୍ରଙ୍କ ନାମ —୨. An epithet of the blind king Dhṛrutarāshṭra
ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି)
[ସମ୍ପାଦନା]- ୧. ଯେ ପ୍ରଜ୍ଞାରୁପେ ଚକ୍ଷୁଦ୍ୱାରା ବିଷୟମାନ ଦେଖେ; ଜ୍ଞାନୀ —୧. Seeing with the eye of understanding or wisdom; wise.
- ୨. (ବ୍ୟଙ୍ଗ)—ଅନ୍ଧ (ହିନ୍ଦୀ - ଶ) —୨. (ironical) Blind.