Jump to content

ପ୍ରଜ୍ଞା ବାଦ

ଉଇକିଅଭିଧାନ‌ରୁ

ପ୍ରଜ୍ଞା ବାଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ. କର୍ମଧା)

[ସମ୍ପାଦନା]
୧. ହିତ କଥା; ପ୍ରବୀଣ ବାକ୍ୟ — ୧. A wise saying.
୨. ଜ୍ଞାନୀ ବ୍ୟକ୍ତିର କଥାପରି ଅନୁମତି ବାକ୍ୟ — ୨. Seemingly wise saying.