ପ୍ରଜ୍ୱଳିବା
ଅତିଶୟ ଜଳିବା; ପ୍ରଦୀପ୍ତ ହେବା — To blaze; to burn intensely.
କୁବଚନ କହେ ତମେ ପ୍ରଜ୍ୱଳି ପ୍ରାଚୀ, ପରଚେ ଗୀତା