ପ୍ରଜ୍ୱାଳିତ
=== ସଂସ୍କୃତ - ବିଶେଷଣ - (ପ୍ର+ଜ୍ୱାଳିତ)
ଯହିଁରେ ନିଆଁ ଲଗାଇ ଦିଆଯାଇ ଥାଏ; ପ୍ରଦୀପିତ — Enkindled; set fire to; ignited.