Jump to content

ପ୍ରଣତ

ଉଇକିଅଭିଧାନ‌ରୁ

ପ୍ରଣତ

ଉଚ୍ଚାରଣ

[ସମ୍ପାଦନା]
(ପ୍ରଣତା—ସ୍ତ୍ରୀ) 

(ପ୍ରଣତି—ବି)

ସଂସ୍କୃତ - ବିଶେଷଣ - ପୁଂ. (ପ୍ର+ନମ୍ ଧାତୁ+କର୍ତ୍ତୃ. ତ; ଣତ୍ୱ ବିଧାନ)

[ସମ୍ପାଦନା]
୧. କୃତ ପ୍ରମାଣ; ଯେ ନମସ୍କାର କରିଅଛି — ୧. Having made obesaince; obesant.
୨. ନତ; ଆଗକୁ ନଇଁ ପଡ଼ିଥିବା — ୨. Bent; bowed down; prostrate.
୩. ବକ୍ର —୩. Curved; crooked; oblique.
୪. ପଟୁ —୪. Skilful; competent.
୫. ନମ୍ର —୫. Humble.
୬. ଅନୁଗତ; ଆଜ୍ଞାନୁବର୍ତ୍ତୀ —୬. Obedient.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଉକ୍ତ (ହିନ୍ଦୀ - ଶ) —୧. Devotee.
୨. ଉପାସକ (ହିନ୍ଦୀ - ଶ) —୨. Worshipper.