Jump to content

ପ୍ରଣତପାଳ

ଉଇକିଅଭିଧାନ‌ରୁ

ପ୍ରଣତପାଳ

ଉଚ୍ଚାରଣ

[ସମ୍ପାଦନା]

(ପ୍ରଣତପାଳକ—ଅନ୍ୟରୂପ)

(ପ୍ରଣତପାଳା; ପ୍ରଣତ ପାଳିକା)—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୬ଷ୍ଠୀ ତତ୍; ପ୍ରଣତ+ପାକି ଧାତୁ+ କର୍ତ୍ତୃ. ଅ)

[ସମ୍ପାଦନା]

ଭକ୍ତମାନଙ୍କର ରକ୍ଷକ —Protecting one's devotees.