ପ୍ରଣବରୁ ଅଶୁଦ୍ଧ
ଦେଖଣା
ପ୍ରଣବରୁ ଅଶୁଦ୍ଧ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପ୍ରଣବରୁ ଅଶୁଦ୍ଧ
|
ଦେଶଜ - ବିଶେଷଣ -
[ସମ୍ପାଦନା]ପ୍ରଥମରୁ ବିଗିଡ଼ିବା (କର୍ମ) — (a work) Spoilt from the beginning.
[ଦ୍ରଷ୍ଟବ୍ୟ — ପ୍ରଥମେ ପ୍ରଣବ ବା 'ଓଁ' ଉଚ୍ଚାରଣ ନ କରି ବା ଅଶୁଦ୍ଧ ଭାବରେ ଉଚ୍ଚାରଣ କରି କୌଣସି ମନ୍ତ୍ର ପଢ଼ିଲେ ତାହା ନିଷ୍ଫଳ ହୁଏ ବୋଲି ଶାସ୍ତ୍ରରେ ଅଛି ସେହିପରି କୌଣସି କାର୍ଯ୍ୟ ଆରମ୍ଭରୁ ବିଗିଡ଼ିଲେ ତାହା ଫଳଦାୟକ ହୁଏ ନାହିଁ ଓ ତାହାକୁ ପ୍ରଣବରୁ ଅଶୁଦ୍ଧ ବୋଲାଯାଏ]