ପ୍ରଣମିତ
ଦେଖଣା
ପ୍ରଣମିତ
ଉଚ୍ଚାରଣ
[ସମ୍ପାଦନା](ପ୍ରଣମିତା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଣ— (ପ୍ର+ନିମିତ; ଣତ୍ୱ ବିଧାନ)
[ସମ୍ପାଦନା]- ୧. ନମସ୍କାର କରିଥିବା —୧. Bowed down; having made obeisance.
- ୨. ନତ —୨. Bent
- ୩. ସମ୍ମାନ ସହକାରେ ପ୍ରଦତ୍ତ — ୩. Offered or given respectfully.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପ୍ରଣାମ; ନମସ୍କାର —Obeisance; salutation.
ଶୁଣି ପ୍ରଣମିତ କଲା ଆସୁର ଜେମା ଶିଶୁଶଙ୍କର. ଭଷା ଅଭିଳାଷ.