Jump to content

ପ୍ରଣମିବା

ଉଇକିଅଭିଧାନ‌ରୁ

ପ୍ରଣମିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ପଦ୍ୟ) (ସଂସ୍କୃତ - ପ୍ରଣାମ)

[ସମ୍ପାଦନା]

ପ୍ରଣାମ କରିବା — To make obeisance; to fall prostrate at another's feet.

ସଷ୍ଟାଙ୍ଗେ ପ୍ରଣମି କରଯୋଡ଼ି ଉଭା ହୋଇ ଅଗ୍ରତେ ରାଧନାଥ—ଭଷା