Jump to content

ପ୍ରଣସ

ଉଇକିଅଭିଧାନ‌ରୁ

ପ୍ରଣସ

ଉଚ୍ଚାରଣ

[ସମ୍ପାଦନା]
(ପ୍ରଣସା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ପ୍ର = ପ୍ରଗତ ବା ବିଗତ+ନାସିକା; ନାସିକା ସ୍ଥାନରେ ନସ୍ ଆଦେଶ ଓ ଣତ୍ୱ ବିଧାନ)

[ସମ୍ପାଦନା]

ରୋଗାଦିରେ ଯାହାର ନାକ ନଷ୍ଟ ହୋଇଅଛି — One who has lost one's nose; noseless.