Jump to content

ପ୍ରଣାଦ

ଉଇକିଅଭିଧାନ‌ରୁ

ପ୍ରଣାଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ନାଦ; ଣତ୍ୱ ବିଧାନ)

[ସମ୍ପାଦନା]
୧. ହର୍ଷ କୋଳାହଳ; ଆନନ୍ଦ ଧ୍ୱନି — ୧. Shout of joy.
୨. ଅତି ଉଚ୍ଚ ଶବ୍ଦ —୨. Halloo; loud shout.
୩. କର୍ଣ୍ଣନାଦ ରୋଗ; କାନରେ ଭାଁ ଭାଁ ଶବ୍ଦ ଅନୁଭୂତ ହେବା ରୋଗ —୩. A disease in which various sounds are felt inside the ears.