ପ୍ରଣାମି
ଦେଖଣା
ପ୍ରଣାମି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରଣାମ; ପ୍ରଣାମ ବେଳେ ଦେୟ ହେବାରୁ)
[ସମ୍ପାଦନା]ଠାକୁରଙ୍କୁ ବା ଗୁରୁଜନମାନଙ୍କୁ ନମସ୍କାର କରିବା ସମୟରେ ଦିଆଯିବା ଭେଟି, ସଲାମି, ନଜରାନା — A present given by one to a Deity or a respectable person while making obeisance.
କେହି ଭକ୍ତ ଦେବତାଙ୍କୁ ପ୍ରଣାମି ହେଲେ ଟଙ୍କା ପଇସା ସେହିଠାରେ ପଡି ରହିଥାଏ ଫକୀରମୋହନ, ଗଳ୍ପସ୍ୱଳ୍ପ