Jump to content

ପ୍ରଣାମୀ

ଉଇକିଅଭିଧାନ‌ରୁ

ପ୍ରଣାମୀ

ଉଚ୍ଚାରଣ

[ସମ୍ପାଦନା]
(ପ୍ରଣାମିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପ୍ରଣାମ+ଇନ୍; ୧ମା. ୧ବ.)

[ସମ୍ପାଦନା]

ପ୍ରଣାମକାରୀ; ଯେ ନମସ୍କାର କରୁଥାଏ —Bowing down; making obeisance.