Jump to content

ପ୍ରଣାଶ

ଉଇକିଅଭିଧାନ‌ରୁ

ପ୍ରଣାଶ

ଉଚ୍ଚାରଣ

[ସମ୍ପାଦନା]

(ପ୍ରନଷ୍ଟ—ବିଣ)

=== ସଂସ୍କୃତ - ବି—(ପ୍ର+ନଶ୍ ଧାତୁ+ଭାବ ଅ; ଣଇତ୍ୱ ବିଧାନ)

୧. ମୃତ୍ୟୁ —୧. Death; decease.
୨. ବିନାଶ; ଧ୍ୱଂସ —୨. Destruction; perdition; ruin.
୩. ପଳାୟନ —୩. Fleeing away.
୪. ଲୋପ —୪. Extinction.