ପ୍ରଣିଧାନ
ଦେଖଣା
ପ୍ରଣିଧାନ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ - (ପ୍ର+ନି+ଧା ଧାତୁ+ଭାବ. ଅନ, ଣତ୍ୱ ବିଧାନ)
- ୧. ଚିତ୍ତର ଏକାଗ୍ରତା — ୧. Concentration of mind.
- ୨. ଅଭିନିବେଶ, ମନୋଯୋଗ —୨. Attention.
- ୩. ଧ୍ୟାନ —୩. Contemplation; profound meditation.
- ୪. ଚେଷ୍ଟା; ପ୍ରଯତ୍ନ; ପ୍ରାୟାସ — ୪. Great effort; exertion; endeavour.
- ୫. ଯୋଗ; ସମାଧି —୫. Concentrated meditation.
- ୬. ପ୍ରବେଶ —୬. Access; entrance.
- ୭. ଅର୍ପଣ; ନ୍ୟାସ —୭. Delivering; entusting.
- ୮. ଭକ୍ତିବିଶେଷ —୮. A kind of devotion.
- ୯. କର୍ମର ଫଳ ତ୍ୟାଗ —୯. The renunciation of the fruit of one's action.
- ୧. ଭାବୀ ଜନ୍ମ ସମ୍ୱନ୍ଧେ କୌଣସି ପ୍ରକାର ପ୍ରାର୍ଥନା (ହିନ୍ଦୀ - ଶ) ୧୦. A prayer about one's future birth.