Jump to content

ପ୍ରଣିନାଦ

ଉଇକିଅଭିଧାନ‌ରୁ

ପ୍ରଣିନାଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ନିନାଦ; ଣତ୍ୱ ବିଧାନ)

[ସମ୍ପାଦନା]
୧. ଗମ୍ଭୀର ଶବ୍ଦ — ୧. Deep rumbling sound.
୨. ବଜ୍ରନିନାଦ —୨. Thundering sound.