ପ୍ରଣିପତ୍ୟ
ଦେଖଣା
ପ୍ରଣିପତ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ଅ. (ସଂସ୍କୃତ - 'ପ୍ରଣିପତ୍ୟ' ଅସମାପିକା ରୂପର ଅର୍ଥ ନମସ୍କାର କରି)
[ସମ୍ପାଦନା]ପ୍ରଣାମ ପୂର୍ବକ; ନମସ୍କାର ସହ; ପ୍ରଣିପାତ ପୂର୍ବକ —Having saluted; after salutation.
(ଯଥା—ମୋର ପ୍ରଣିପତ୍ୟ ନିବେଦନ ଏହି କି.....)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପ୍ରଣିପାତ; ନମସ୍କାର —Obeisance.
ବସାଇ ପ୍ରଣିପାତ୍ୟ କ୍ଷଣେ, ବିଧି ସମ ସେ ସବୁ ଜାଣେ— ଭଞ୍ଜ. ବୈଦେହୀଶବିଳାସ