ପ୍ରଣିହିତ
ଦେଖଣା
ପ୍ରଣିହିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପ୍ର+ନି+ଧା ଧାତୁ+କର୍ମ. ତ; ଣତ୍ୱ ବିଧାନ)
[ସମ୍ପାଦନା]- ୧. ଅର୍ପିତ —୧. Entrusted; delivered; consigned.
- ୨. ସ୍ଥାପିତ —୨. Placed; deposited.
- ୩. ପ୍ରାପ୍ତ —୩. Obtained; acquired.
- ୪. ସ୍ୱୀକୃତ —୪. Acknowledged; admitted.
- ୫. ସ୍ଥିରୀକୃତ —୫. Ascertained; decided; settled.
- ୬. ମନୋଯୋଗୀ —୬. Attentive.
- ୭. ସମାହିତି —୭. Engaged in meditation.
- ୮. ବିସ୍ତୃତ; ପ୍ରସାରିତ —୮. Spread; extended.
- ୯. ମିଶ୍ରିତ —୯. Mixed with.
- ୧. ନିଯୁକ୍ତ —୧୦. Applied; directed; empoyed.
- ୧୧. ଗୁପ୍ତଚର ବା ଅନୁସନ୍ଧାନ ସାହାର୍ଯ୍ୟରେ ପ୍ରାପ୍ତ ହୋଇଥିବା — ୧୧. Spied out.
- ୧୨. (+କର୍ତ୍ତୃ. ତ) ଯତ୍ନଶୀଳ —୧୨. Careful.
- ୧୩. ହୁସିଆର —୧୩. Cautions.