Jump to content

ପ୍ରଣେତା

ଉଇକିଅଭିଧାନ‌ରୁ

ପ୍ରଣେତା

ଉଚ୍ଚାରଣ

[ସମ୍ପାଦନା]
(ପ୍ରଣେତ୍ରୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ. (ପ୍ର+ନୀ ଧାତୁ+କର୍ତ୍ତୃ. ତ; ପ୍ରଣେତ. ୧ମା. ୧ବ. ଣତ୍ୱବିଧାନ)

[ସମ୍ପାଦନା]
୧. ରଚୟିତା — ୧. Author; composer.
୨. ନିର୍ମାତା —୨. Builder; maker; constructor; creator.
୩. ନେତା —୩. A leader.
୪. ଧର୍ମ୍ମମତ ପ୍ରଚାରକ —୪. The promulgator of a religious doctrine; a teacher of religious tenets.