Jump to content

ପ୍ରଣୋଦିତ

ଉଇକିଅଭିଧାନ‌ରୁ

ପ୍ରଣୋଦିତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ପ୍ର+ନୁଦ୍ ଧାତୁ ଣିଚ୍. ନୋହି ଧାତୁ=ପ୍ରେରଣ କରାଇବା+କର୍ମ. ତ; ଣତ୍ୱବିଧାନ)

[ସମ୍ପାଦନା]
୧. ପ୍ରେରିତ — ୧. Sent; deputed.
୨. ନିୟୋଜିତ —୨. Directed; engaged; employed.
୩. ଚାଳିତ —୩. Guided; driven; set in motion.