ପ୍ରଣୟାଭିମାନ
ପ୍ରଣୟାଭିମାନୀ—ପୁଂ, ପ୍ରଣୟାଭିମାନୀ—ସ୍ତ୍ରୀବିଣ
ପ୍ରଣୟ ବ୍ୟାପାର ସମ୍ପର୍କରେ ପ୍ରଣୟୀ ଓ ପ୍ରଣୟୀନୀଙ୍କ ମଧ୍ୟରେ ଜାତ ଅଭିମାନ — sullenness arising out of love matter between two lovers.