ପ୍ରଣୟାଳାପ
ଦେଖଣା
ପ୍ରଣୟାଳାପ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ. କର୍ମଧା; ପ୍ରଣୟ+ଆଳାପ)
[ସମ୍ପାଦନା]ପ୍ରେମ ସମ୍ଭାଷଣ; ନାୟକ ନାୟିକାଙ୍କ ମଧ୍ୟରେ ହେବା ସ୍ନେହାଳାପ —Love talk.
[ଦ୍ରଷ୍ଟବ୍ୟ —ଏହିପରି ସମାସରେ ପ୍ରଣୟ ଶବ୍ଦ ସଙ୍ଗେ ଅନେକ ଶବ୍ଦ ଯୁକ୍ତ ହୁଏ, ଯଥା— ପ୍ରଣୟଗର୍ଭକ, ପ୍ରଣୟଜନିତ, ପ୍ରଣୟପାତ୍ର, ପ୍ରଣୟରଜ୍ଜୁ ପ୍ରଣୟବନ୍ଧନ, ପ୍ରଣୟଗାଥା, ପ୍ରଣୟବଚନ, ପ୍ରଣୟ— ଲିପି, ପ୍ରଣୟଭଙ୍ଗ, ପ୍ରଣୟଶୀଳ, ପ୍ରଣୟଶାଳୀ,. ପ୍ରଣୟାଭିଳାଷ, ପ୍ରଣୟାନୁରାଗ ପ୍ରଣୟାଦର, ପ୍ରଣୟାତ୍ମକ ପ୍ରଣୟସଞ୍ଚାର, ପ୍ରଣୟାନୁରାଗ ପ୍ରଣୟସକ୍ତ, ପ୍ରଣୟାହ୍ୱାନ, ପ୍ରଣୟସମ୍ୱୋଧନ, ପ୍ରଣୟ ବ୍ୟଞ୍ଜକ ଇତ୍ୟାଦି]