Jump to content

ପ୍ରଣୟୀ

ଉଇକିଅଭିଧାନ‌ରୁ

ପ୍ରଣୟୀ

ଉଚ୍ଚାରଣ

[ସମ୍ପାଦନା]
(ପ୍ରଣୟନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ପ୍ରଣୟ+ଅଛି ଅର୍ଥରେ ଇନ୍; ୧ମା. ୧ବ)

[ସମ୍ପାଦନା]
୧. ଯେ ସ୍ନେହ କରେ; ପ୍ରେମିକ — ୧. Lover.
୨. ଯାହାକୁ ସ୍ନେହ କରାଯାଏ; ପ୍ରୀତିପାତ୍ର — ୨. Sweet heart; one's beloved person.
୩. ସ୍ୱାମୀ —୩. Husband.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଅନୁରକ୍ତ; ଅନୁରାଗୀ — Attached; devoted; loving.

୨. ପ୍ରେମାସ୍ପଦ —୨. Beloved.