Jump to content

ପ୍ରଣୟ ଭାଜନ

ଉଇକିଅଭିଧାନ‌ରୁ

ପ୍ରଣୟ ଭାଜନ

ଉଚ୍ଚାରଣ

[ସମ୍ପାଦନା]

(ପ୍ରଣୟ ପାତ୍ର; ପ୍ରଣୟାସ୍ପଦ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (୬ଷ୍ଠୀ ତତ୍; ପ୍ରଣୟ+ଭାଜନ)

[ସମ୍ପାଦନା]

ପ୍ରୀତିପାତ୍ର; ଯାହାଙ୍କୁ ପ୍ରେମ କରିବା ଉଚିତ; ପ୍ରିୟ; ପ୍ରୀତିଭୋଜନ — Beloved; dear.