Jump to content

ପ୍ରଣୟ ସମ୍ଭାଷଣ

ଉଇକିଅଭିଧାନ‌ରୁ

ପ୍ରଣୟ ସମ୍ଭାଷଣ

ଉଚ୍ଚାରଣ

[ସମ୍ପାଦନା]

(ପ୍ରଣୟସଂବୋଧନ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; କର୍ମଧା; ପ୍ରଣୟ+ସମ୍ଭାଷଣ)

[ସମ୍ପାଦନା]
୧. ପ୍ରେମାଳାପ; ପ୍ରଣୟୀ ଓ ପ୍ରଣୟିନୀ ବା ୨ ଜଣ ପ୍ରଣୟୀଙ୍କ ମଧ୍ୟରେ ହେବା ଆଳାପ —୧. Talk between lovbers or friends
୨. ନାୟିକା ଓ ନାୟିକଙ୍କର ପରସ୍ପର ପ୍ରତି ଅନୁରାଗବ୍ୟଞ୍ଜକ ଡାକ —୨. Term of endearment used by lovers to each other.