Jump to content

ପ୍ରତତି

ଉଇକିଅଭିଧାନ‌ରୁ

ପ୍ରତତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ପ୍ର+ତନ୍ ଧାତୁ=ବିସ୍ତୃତ ହେବା+କର୍ତ୍ତୃ. ତି; +ଈ)— ବ୍ରତତୀ; ବିସ୍ତାରିତ ଲତା — ୧. A spreading creeper.
୨. (+ଭାବ. ତି)—ବ୍ୟାପ୍ତି; ବିସ୍ତୃତି — ୨. Expansion; spreading; extension.