Jump to content

ପ୍ରତନୁ

ଉଇକିଅଭିଧାନ‌ରୁ

ପ୍ରତନୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ର+ତନୁ)

[ସମ୍ପାଦନା]
୧. ସୂକ୍ଷ୍ମ, ସରୁ; ପତଳା — ୧. Thin; delicate; minute.
୨. ଛୋଟ; ସଂକୀର୍ଣ୍ଣ —୨. Very small; narrow.
୩. ଅତି ସାମାନ୍ୟ —୩. Insignificant; trifling.