Jump to content

ପ୍ରତର୍କ

ଉଇକିଅଭିଧାନ‌ରୁ

ପ୍ରତର୍କ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ତର୍କ)

[ସମ୍ପାଦନା]
୧. ସଂଶୟ; ସନ୍ଦେହ — ୧. Doubt.
୨. ଅନୁମାନ —୨. Conjecture; guess; supposition.
୩. ତର୍କ; ବାଦବିବାଦ —୩. Argument.