ପ୍ରତର୍ଦନ
ଦେଖଣା
ପ୍ରତର୍ଦନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ର+ତର୍ଦ ଧାତୁ+କର୍ତ୍ତୃ. ଅନ)
[ସମ୍ପାଦନା]- ୧. ଦିବୋଦାସଙ୍କ ପୁତ୍ର, ମଦାଳସାଙ୍କ ସ୍ୱାମୀ ଓ ରାମଚନ୍ଦ୍ରଙ୍କ ସମସାମୟିକ କାଶୀର ରାଜା — ୧. Name of a king Benares who was a contemporary of Rāmachandra.
- ୨. ଋଷିବିଶେଷ —୨. Name of a sage.
- ୩. ବିଷ୍ଣୁ —୩. A name of Bishṇu.
- ୪. ତାଡ଼ନକାରୀ —୪. Beating; chastising.
- ୫. (+ଭାବ+ଅନ) ତାଡ଼ନ —୫. Beating.