Jump to content

ପ୍ରତାନିନୀ

ଉଇକିଅଭିଧାନ‌ରୁ

ପ୍ରତାନିନୀ

ଉଚ୍ଚାରଣ

[ସମ୍ପାଦନା]
(ପ୍ରତାନୀ [ପୁଂ.]) 

ସଂସ୍କୃତ - ବି—(ପ୍ର+ତନ୍ ଧାତୁ=ବିସ୍ତୃତ ହେବା+କର୍ତ୍ତୃ ଇନ୍ +ସ୍ତ୍ରୀ. ଈ)

[ସମ୍ପାଦନା]
୧. ଲତା —୧. Creeper.
୨. ବିସ୍ତୃତ ଲତା — ୨. A spreading creeper.