Jump to content

ପ୍ରତାପବାନ୍

ଉଇକିଅଭିଧାନ‌ରୁ

ପ୍ରତାପବାନ୍

ଉଚ୍ଚାରଣ

[ସମ୍ପାଦନା]

(ପ୍ରତାପଶାଳୀ—ଅନ୍ୟରୂପ)

ପ୍ରତାପବତୀ, ପ୍ରତାପଶାଳିନୀସ୍ତ୍ରୀ

ସଂସ୍କୃତ - ବିଶେଷଣ - ପୁଂ. (ପ୍ରତାପ+ଅଛି ଅର୍ଥରେ ବତ୍; ୧ : ମା. ୧ବ)

[ସମ୍ପାଦନା]
୧. ପ୍ରତାପବିଶିଷ୍ଟ; ପରାକ୍ରମଶୀଳ — ୧. Powerful; mighty.
୨. ଐଶ୍ଚର୍ଯ୍ୟଶାଳୀ; ପ୍ରଭାବଶାଳୀ — ୨. Majestic; magnigicent.
୩. ଉତ୍ପୀଡ଼କ —୩. Oppressive.
୪. ତେଜୋମୟ —୪. Glorious; grand.
୫. ଉଜ୍ଜ୍ୱଳ —୫. Splendid; radiant; shining.