Jump to content

ପ୍ରତାପାଦିତ୍ୟ

ଉଇକିଅଭିଧାନ‌ରୁ

ପ୍ରତାପାଦିତ୍ୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ବଙ୍ଗଦେଶର ଜନୈକ ସ୍ୱାଧୀନ ରାଜା — Name of king Bengal.

[ଦ୍ରଷ୍ଟବ୍ୟ —ଏ ଯଶୋହର ଦେଶର ରାଜା ଥିଲେ ସମ୍ରାଟ୍ ଜାହାଙ୍ଗିରଙ୍କ ଆଦେଶ ଅନୁସାରେ ମାନସିଂହ ଏହାଙ୍କୁ ଯୁଦ୍ଧରେ ପରାସ୍ତ କରି ବନ୍ଦୀ କରିଥିଲେ ଏ ବନ୍ଦୀ ଅବସ୍ଥାରେ ଜଗନ୍ନାଥ କ୍ଷେତ୍ରରେ ପ୍ରାଣତ୍ୟାଗ କଲେ]