Jump to content

ପ୍ରତାପିବା

ଉଇକିଅଭିଧାନ‌ରୁ

ପ୍ରତାପିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ପଦ୍ୟ) (ସଂସ୍କୃତ - ପ୍ରତାପ)

[ସମ୍ପାଦନା]

ଉତ୍ତପ୍ତ କରିବା — To heat.

ଯାହାର ମଖୁଁ ଅଗ୍ନି ଜାତ ତେଜେ ପ୍ରତାପଇ ଜଗତ ଜଗନ୍ନାଥ, ଭାଗବତ