Jump to content

ପ୍ରତାରଣ

ଉଇକିଅଭିଧାନ‌ରୁ

ପ୍ରତାରଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ତୃ ଧାତୁ+ଭାବ. ଅନ; +ଆ)

[ସମ୍ପାଦନା]
୧. ପ୍ରବଞ୍ଚନା; ଛଳନା —୧. Fraud.
୨. ଠକାମି —୨. Cheating; deceit.
୩. ଧୂର୍ତ୍ତତା; ଶଠତା —୩. Cunning.