Jump to content

ପ୍ରତାରଣ ଶୀଳ

ଉଇକିଅଭିଧାନ‌ରୁ

ପ୍ରତାରଣ ଶୀଳ

ଉଚ୍ଚାରଣ

[ସମ୍ପାଦନା]
(ପ୍ରତାରଣଶୀଳା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ପ୍ରତାରଣ+ଶୀଳ= ପ୍ରକୃତି)

[ସମ୍ପାଦନା]

ବଞ୍ଚନାକାରୀ; ପ୍ରବଞ୍ଚକ (ବ୍ୟକ୍ତି) — Deceitful; perfidious.