Jump to content

ପ୍ରତାରିତ

ଉଇକିଅଭିଧାନ‌ରୁ

ପ୍ରତାରିତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ପ୍ର+ତୃ ଧାତୁ ଣିଜନ୍ତ ତାରି ଧାତୁ+କର୍ମ. ତ)

[ସମ୍ପାଦନା]

ପ୍ରବଞ୍ଚିତ; ଯେ ଅନ୍ୟଦ୍ୱାରା ଠକା ଯାଇଥାଏ — Deceived; cheated.

ସଂସ୍କୃତ - ବିଶେଷ୍ୟ - (+ଭାବ. ତ)

[ସମ୍ପାଦନା]

ବଞ୍ଚନା —Deceit.