ପ୍ରତାଳ
ଦେଖଣା
ପ୍ରତାଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସେଟଲମେଣ୍ଟରେ ବ୍ୟବହୃତ ଶବ୍ଦ; ସଂସ୍କୃତ - ପରିଚାଳନ ହିନ୍ଦୀ - ଶବ୍ଦସାଗର)
[ସମ୍ପାଦନା]- ୧. ତନଖିବା; ଚେକ୍ କରିବା — ୧. Checking.
- ୨. ପୁନଃ ପରୀକ୍ଷା —୨. Re-examination.
- ୩. କୌଣସି ବିଷୟକୁ ତନ୍ନ କରି ଦେଖିବା — ୩. Examining minutely.
- ୪. ପୁନର୍ବାର ମାପିବା —୪. Re-measurement.