Jump to content

ପ୍ରତିକର୍ମ

ଉଇକିଅଭିଧାନ‌ରୁ

ପ୍ରତିକର୍ମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ପ୍ରତି=ବିରୋଧରେ+କର୍ମ)—ପ୍ରତିକ୍ରିୟା — ୧. Reaction.
୨. ପ୍ରତିକାର —୨. Remedy.
୩. (ପ୍ରତି=ଦେହ ସଜ୍ଜା+କର୍ମ) ଦେହର ବେଶଭୁଷା; ପ୍ରସାଧନ — ୩. Decoration; dressing; toilet; personl embellishment.