Jump to content

ପ୍ରତିକ୍ରିୟା

ଉଇକିଅଭିଧାନ‌ରୁ

ପ୍ରତିକ୍ରିୟା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପ୍ରତୀ+କ୍ରିୟା)

[ସମ୍ପାଦନା]
୧. ପ୍ରତିଶୋଧ — ୧. Requitql; retaliation.
୨. ପ୍ରତିବିଧାନ; ପ୍ରତିକାର —୨. Counteraction.
୩. ପ୍ରସାଧନ; ଭୁଷଣ —୩. Decotation; dressing.
୪. ଶୋଭା —୪. Embellishment.
୫. ବିପରୀତ କ୍ରିୟା —୫. Reaction.